Sadhana Samara Banner

ସାଧନ ସମର

ସାଧନ-ସମର ପରମଗୁରୁ ବ୍ରହ୍ମର୍ଷି ଶ୍ରୀଶ୍ରୀ ସତ୍ୟଦେବ ଠାକୁରଙ୍କର ଏକ ଦୁର୍ମୂଲ୍ୟ କୃତି  । ଦେବୀ ମାହାତ୍ମ୍ୟ ବା ଶ୍ରୀଶ୍ରୀ ଚଣ୍ଡୀର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବେ ବଙ୍ଗ ସାହିତ୍ୟରେ ଅନେକ ବର୍ଷରୁ ଆଦୃତ  । ତିନିଖଣ୍ଡରେ ବିଭକ୍ତ ଏହି ଗ୍ରନ୍ଥରତ୍ନଟି ବ୍ରହ୍ମଗ୍ରନ୍ଥି ଭେଦ, ବିଷ୍ଣୁଗ୍ରନ୍ଥି ଭେଦ ଓ ରୁଦ୍ରଗ୍ରନ୍ଥି ଭେଦ ଭାବେ ଖ୍ୟାତ ହୋଇଛି  । ହିନ୍ଦୁଶାସ୍ତ୍ରରେ ସର୍ବସମ୍ମତ ଦୁର୍ଗା ସପ୍ତଶତୀ ଗ୍ରନ୍ଥ, ଯାହାର ଅନ୍ୟନାମ ଶ୍ରୀଶ୍ରୀ ଚଣ୍ଡୀ ମାର୍କଣ୍ଡେୟ ପୁରାଣରୁ ଆନୀତ । ଏହା ଅଷ୍ଟାଦଶ ପୁରାଣ ଅନ୍ତର୍ଭୁକ୍ତ

ସାଧନ ସମର Read More »

ବୌଦ୍ଧିକ ଭୋଜନ

ଲେଖକ : ଦାଦା ଜେ. ପି. ବାସୱାନୀଅନୁବାଦ : ବ୍ରଜ କୁମାର ଶତପଥୀପ୍ରକାଶକ : ଈଶା (ଓମ୍ ଫାଉଣ୍ଡେସନ, ପୁରୀ)ପୃଷ୍ଠା ସଂଖ୍ୟା : ୫୯୨, ମୂଲ୍ୟ : ଟ ୩୬୫ /- ତିନିଶହ ପଞ୍ଚଷଠି ଗୋଟି ନିତ୍ୟ ପଠନଯୋଗ୍ୟ ଆତ୍ମପୋଷଣକାରୀ ଗଳ୍ପର ଏକ ଦୁର୍ଲ୍ଲଭ ସଂକଳନ ‘‘ବୌଦ୍ଧିକ ଭୋଜନ’’, ବାସ୍ତବରେ ପ୍ରତ୍ୟେକଙ୍କର ‘‘ଶରୀର ପାଇଁ ଖାଦ୍ୟ ପରି, ଅନ୍ତଃଚେତନା ପାଇଁ ଅତି ଆବଶ୍ୟକ ପୁଷ୍ଟିକର ସୁଖପାଠ୍ୟ ଖାଦ୍ୟରେ ପରିପୂର୍ଣ୍ଣ । ପୁସ୍ତକଟିର ଲେଖକ ଦାଦା ଜେ. ପି. ବାସୱାନୀ

ବୌଦ୍ଧିକ ଭୋଜନ Read More »