Loading...
Sale!

Yoga Rahashya (ଯୋଗ ରହସ୍ୟ)

(1 customer review)

Original price was: ₹399.00.Current price is: ₹340.00.

By Brahmarshi Satyadeva & Translated By Kanchana mala Mishra.

2nd revised edition is now available.

Also Available @

23 in stock

Description

ହେ ବିଜ୍ଞାନମୟ ଗୁରୋ ! ମହେଶ୍ୱର  ! ଏହି ଯୋଗ ରହସ୍ୟ ତୁମରି ମୂର୍ତ୍ତିମତୀ କରୁଣା । ତୁମର ଅହୈତୁକ କରୁଣା ରାଶି ସର୍ବତ୍ର ସମଭାବରେ ବିକୀର୍ଣ୍ଣ ଥିଲେ ମଧ୍ୟ ତାହା ଭୋଗ କରିବାର ସାମର୍ଥ୍ୟ ନ ଥିବାରୁ ଆମେମାନେ ତ୍ରିବିଧ ଦୁଃଖରେ ପୁନଃ ପୁନଃ ଉତ୍ପୀଡ଼ିତ ହେଉଅଛୁ । ଏହି ଉତ୍ପୀଡ଼ନରୁ ଆମମାନଙ୍କୁ ଚିରଦିନ ପାଇଁ ପରିତ୍ରାଣ କରିବାକୁ, ଅବ୍ୟୟ-କୈବଲ୍ୟପଦରେ ଚିରପ୍ରତିଷ୍ଠିତ କରିବା ପାଇଁ ଦୁରଧିଗମ୍ୟ ଯୋଗର ରହସ୍ୟ ଉଦ୍ଘାଟନ ରୂପ ତୁମର ଏହି ଅଭିନବ ଉଦ୍ୟମ ନିଶ୍ଚୟ ହିଁ ସଫଳତା ମଣ୍ଡିତ ହେବ । ଏଥର ଆମେ ନିଶ୍ଚୟ ହିଁ ଧନ୍ୟ ହେବୁ, ଜନ୍ମ ଓ ଜୀବନ ସାର୍ଥକ କରିପାରିବୁ । ଏହି ଆଶା — ଏହି ପ୍ରତୀକ୍ଷା ହିଁ ଦୀନ ମଳିନ ଅବସନ୍ନ ହୃଦୟ ଆମମାନଙ୍କ ପକ୍ଷେ ମୃତ ସଞ୍ଜୀବନୀ ବୋଲି ବୁଝିବାକୁ ହେବ ।
ବର୍ତ୍ତମାନ ସହୃଦୟ ପାଠକମାନଙ୍କ ନିକଟରେ ଆମର ସବିନୟ ନିବେଦନ ହେଉଛି— ପାତଞ୍ଜଳ-ଯୋଗଦର୍ଶନରେ ଯେଉଁ ସବୁ ଭାଷ୍ୟ ଟୀକା ପ୍ରଭୃତି ପ୍ରଚଳିତ ଅଛି ଏବଂ ଅତି ପ୍ରାଚୀନକାଳରୁ ସମୁନ୍ନତ ସାଧକ ସମାଜରେ ଏହାର ମର୍ମାର୍ଥ ଯେଉଁଭଳି ଭାବରେ ପରିଗୃହୀତ ହୋଇ ଆସୁଛି, ତଦନୁସାରେ ଏହି ଶାସ୍ତ୍ରର ଅନୁଶୀଳନ କରିବାକୁ ଯାଇ ବିଜ୍ଞାନମୟ ଗୁରୁଙ୍କ-କୃପାରୁ ଯେଉଁ ଅପୂର୍ବ ରହସ୍ୟ ସମୂହ ଉଦ୍ଭାସିତ ହୋଇଉଠିଥିଲା, ତାହା ହିଁ ପିପାସିତ-ହୃଦୟ ସାଧକ ବୃନ୍ଦଙ୍କ ସମୀପରେ ଆଜି ‘‘ଯୋଗରହସ୍ୟ’’ ନାମକ ପୁସ୍ତକ ଆକାରରେ ପ୍ରକାଶିତ ହେଲା । ବିବାଦ ବା ପରମତ ଖଣ୍ଡନର ପ୍ରୟାସଶୂନ୍ୟ ଏହି ପୁସ୍ତକରେ ଭ୍ରମ ପ୍ରମାଦଶୂନ୍ୟ ଋଷି ପ୍ରଣୀତ-ସୂତ୍ର ସମୂହର ଅନୁଭବ ସିଦ୍ଧ ସରଳ ମର୍ମାର୍ଥ ହିଁ ବିବୃତ କରାଯାଇଛି । ଯଦିଓ ଲିପି ପ୍ରମାଣ ଏବଂ ମୁଦ୍ରାକରମାନଙ୍କ ଅନବଧାନତା ବହୁ ସ୍ଥାନରେ ପାଠକବୃନ୍ଦଙ୍କର ଅପ୍ରୀତିକର ହେବ, ତଥାପି ଆଶା କରାଯାଉଛି — ଆମର ଏହି ଦୋଷରାଶିକୁ ସେମାନେ କ୍ଷମା ଦୃଷ୍ଟିରେ ହିଁ ସହ୍ୟ କରିନେବେ । ପରବର୍ତ୍ତୀ ସଂସ୍କରଣରେ ପୁନଃ ସଂଶୋଧନ ପାଇଁ ଚେଷ୍ଟାକରିବାରେ ତ୍ରୁଟି ହେବ ନାହିଁ ।

Additional information

Weight 0.460 g
Dimensions 23 × 15.5 × 4 cm
Book Size

Royal 9 X 6 Inch

book-type

Special Paper Back

quality

High Quality

specification

60 GSM Stora Creamy

Author

Satyadeva

price

Cost Price

Pages

412, Laped Cover C1 230 GSM

Translator/Editor

Kanchanamala mishra

1 review for Yoga Rahashya (ଯୋଗ ରହସ୍ୟ)

  1. Dr Menatee Sahoo

    a book of its own kind to get it informed the secrecy of Yoga by the bengali renowened sadhak author Brahmarshi Satyadev. I am getting the clarity hidden behind the yoga sutra or darshan.

Add a review

Your email address will not be published. Required fields are marked *

You may also like…

Quick Navigation
×
×

Cart

Buy for 699.00 more and get free shipping