Loading...
Sale!

MANABA O MANABATA ମାନବ ଓ ମାନବତା

Original price was: ₹349.00.Current price is: ₹300.00.

ଏଥିରେ ଆନନ୍ଦ ସ୍ୱାମୀ ମାନବ ଜୀବନର ସମସ୍ୟା ଓ ସମାଧାନ ଭାରି ରୋଚକ ଢଙ୍ଗରେ କରିଛନ୍ତି । ସରକାର, ରାଜନୈତିକ ଦଳ, ସମ୍ପ୍ରଦାୟୀ ଗୋଷ୍ଠୀ, ବୈଜ୍ଞାନିକ ଓ ସାମାଜିକ କର୍ମୀଙ୍କ ପାଖରେ ମାନବ ନିର୍ମାଣର ସୂତ୍ର କିଛି ନାହିଁ । ଏହି ମାନବ ନିର୍ମାଣର ପଦ୍ଧତିକୁ ଆନନ୍ଦ ସ୍ୱାମୀ ତନ୍ନତନ୍ନ କରି ନିଜ ଭାଷଣରେ ବିଭିନ୍ନ ଉଦାହରଣ ଓ ଆଲୋଚନା ମାଧ୍ୟମରେ ସ୍ପଷ୍ଟରୂପେ ଦାନ କରିଛନ୍ତି ଓ ଶେଷରେ ମୁକ୍ତକାମୀ ମଣିଷ କିପରି ପରମପ୍ରୀୟ ପରମାତ୍ମାଙ୍କୁ ସବୁମନ୍ତେ ଅନୁଭବ କରିବ, ତାଙ୍କର ଆନନ୍ଦମୟ ଅନୁଭୂତିକୁ ପାଇପାରିବ ସେଥିରେ ଉପାୟ ସେ ତନ୍ନତନ୍ନ କରି ଅବତାରଣା କରିଛନ୍ତି । ଏହା ସମସ୍ୟାବହୁଳ ମାନବମାତ୍ରଙ୍କୁ ସୁଖ, ଶାନ୍ତି ତଥା ଆନନ୍ଦ ପ୍ରଦାନ କରିପାରିବ ।

 

Also Available at :

Additional information

Weight .4 g
Dimensions 22 × 14 × 4 cm
format

Paperback

language

Odia

quality

Special Quality

size

Demai

specification

60 GSM Stora Creamy

You may also like…

Quick Navigation
×
×

Cart

Buy for 699.00 more and get free shipping