Gitare Gita (ଗୀତରେ ଗୀତା)

Original price was: ₹45.00.Current price is: ₹36.00.

  1. ସମ୍ପୂର୍ଣ୍ଣ ଗୀତା ଶାସ୍ତ୍ରକୁ ପଦ୍ୟାକାରରେ ଉପସ୍ଥାପନା ଏକ ନିଆରା ପ୍ରୟାସ କରିଛନ୍ତି ସ୍ୱନାମଧନ୍ୟ ଲେଖକ ଶ୍ରୀପରଶୁରାମ ମହାପାତ୍ର ।

  2. ଗୀତାର ସମସ୍ତ ଅଧ୍ୟାୟକୁ ଏତାଦୃଶ ସରଳ ତଥା ବୋଧଗମ୍ୟ ଶୈଳୀରେ ଏହା ନୂତନ ପ୍ରୟାସ କହିବା ଅତ୍ୟୁକ୍ତି ନୁହେଁ ।

  3. ଜଣେ ଅଭିଜ୍ଞ ତଥା ବରିଷ୍ଠ ଲେଖକଙ୍କର ଏହା ଯେ ଅନବଦ୍ୟ କୃତୀ ତାହା ପାଠକ ନିହାତି ଅନୁଭବ କରିପାରିବେ ।

21 in stock

Weight 0.25 g
Dimensions 18 × 12 × 1.5 cm
book-type

Special Paper Back

quality

Standard Quality

specification

Ord 54 GSM

price

Cost Price

Reviews

There are no reviews yet.

Be the first to review “Gitare Gita (ଗୀତରେ ଗୀତା)”