Loading...

Hrudayar Katha : ହୃଦୟର କଥା

50.00

Out of stock

Description

ହୃଦୟ ଯେପରି ଜୀବନ ମଧ୍ୟ ସେହିପରି, ହୃଦୟ ଥିଲେ ସବୁ ଅଛି । ଆଉ ନ ଥିଲେ କିଛି ହିଁ ନାହିଁ । ହୃଦୟ ମଧ୍ୟରେ କିଛି ଗୋପନ ରଖିବା ସେତେ ସହଜ ନୁହେଁ । ଅଳ୍ପ କିଛି ଦିନ ନିମନ୍ତେ କିଛି ଗୋପନ ରଖିଲେ ମଧ୍ୟ, ସାରା ଜୀବନ ପର୍ଯ୍ୟନ୍ତ ତାହା ଗୋପନ ରଖିବା ସମ୍ଭବ ନୁହେଁ । ଯେତେବେଳେ ତାହା ପ୍ରସ୍ଫୁଟିତ ହୋଇ ନିଜର ଅସଲ ରୂପ ଧାରଣ କରେ, ସେତେବେଳେ ତାହା ସମସ୍ତଙ୍କ ସମ୍ମୁଖରେ ନିଶ୍ଚିତ ପ୍ରକଟିତ ହୋଇଯିବ । ବୀଜ, ବୃକ୍ଷ, ଫୁଲ, ଫଳ… ସବୁହିଁ ଏହି ବିଶାଳ ବ୍ରହ୍ମାଣ୍ଡର ଚାରିଗୁଣ କମ୍ । କୌଣସି ମନୁଷ୍ୟର ମାନବିକତା ହିଁ ତାକୁ ତାର ଜୀବନ ପଥରେ ଅଗ୍ରସର ହେବାକୁ ସାହାଯ୍ୟ କରେ । ତାର କର୍ମ ମାଧ୍ୟମରେ ତାର ବିଚାରର ପରିଚୟ ମିଳେ । ଉକ୍ତ କର୍ମ ଚରିତ୍ର ଓ ଭାଗ୍ୟ ରୂପରେ ଫଳୀଭୂତ ହୁଏ ।
ଜୀବନ ସର୍ବଦା ଆମ ଭିତରୁ ପ୍ରକଟିତ ହୁଏ ଏବଂ ତାହା ନିଜକୁ ପ୍ରକାଶିତ କରେ । ମନୁଷ୍ୟର ମନ ଭିତରେ ଯେଉଁ ବିଚାରଗୁଡିକର ସୃଷ୍ଟି ହୁଏ, ଶେଷ ପର୍ଯ୍ୟନ୍ତ ତାହା ହିଁ ଶବ୍ଦ ବା କାର୍ଯ୍ୟ ରୂପ ଧାରଣକରେ, ପୂର୍ଣ୍ଣତା ଲାଭକରେ ଓ ନିଜକୁ ପ୍ରକଟ କରେ ।

Additional information

Weight 0.1 g
Dimensions 13 × 20 × 1 cm
Quick Navigation
×
×

Cart

Buy for 699.00 more and get free shipping