ବ୍ରହ୍ମାନନ୍ଦଂ ପରମ ସୁଖଦଂ କେବଳଂ ଜ୍ଞାନମୂର୍ତ୍ତିଂ ।
ଦ୍ୱନ୍ଦାତୀତଂ ଗଗନ ସଦୃଶଂ ତତ୍ତ୍ୱମସ୍ୟାଦି ଲକ୍ଷ୍ୟମ୍ ॥
ଏକଂ ନିତ୍ୟଂ ବିମଳ ମଚଳଂ ସର୍ବାଧୀ ସାକ୍ଷୀଭୂତମ୍ ।
ଭାବାତୀତଂ ତ୍ରିଗୁଣ ରହିତଂ ସଦ୍ଗୁରୁଂ ତଂ ନମାମି ॥
“ହେ ଗୁରୁଦେବ ! ବ୍ରହ୍ମରୂପ ଧାରୀ ନାରାୟଣ ମୂର୍ତ୍ତି, ତୁମ ପୂଜା ପାଇଁ ଏହିସବୁ ଆୟୋଜନ । ତୁମରି ପୂଜାରେ ତୁମେ ପରିତୃପ୍ତ ହୁଅ । ବିଭିନ୍ନ ଦେବ ଦେବୀ ପ୍ରତୀମା ମଧ୍ୟ ଦେଇ ତୁମର ଚିନ୍ମୟ ସ୍ୱରୂପଟି ଉଦ୍ଭାସିତ ହୋଇଉଠୁ, ପୂଜା ସାର୍ଥକ ହେଉ ! ପୂଜକ ଧନ୍ୟ ହେଉ ।”








