GURUMUKHI MOHABHARATA ଗୁରୁମୁଖୀ ମହାଭାରତ

45.00

ସଂକଳକ : ସ୍ୱାମୀ ବେଦାନନ୍ଦ,
ଅନୁବାଦ : ଶ୍ରୀ ଶରତ କୁମାର କର
ପୃ :୩୩୨, କ୍ରାଉନ୍‌/୮,
ମୂଲ୍ୟ : ₹୪୫/- ମାତ୍ର,

ମହାଭାରତ ଅନନ୍ତଜ୍ଞାନର ଅସରନ୍ତି ଖଣି । ମୋକ୍ଷଧର୍ମ, ରାଜଧର୍ମ, ସମାଜଧର୍ମ, ଗାର୍ହସ୍ଥ୍ୟଧର୍ମ, ଆପଦ୍ଧର୍ମ ପ୍ରଭୃତି ଯାହାକିଛି ମାନବର ଆକାଂକ୍ଷିତ, ସେହି ସବୁକିଛି ଏବଂ ମାନବର ବ୍ୟଷ୍ଟି ଓ ସମଷ୍ଟି ଜୀବନର ଯାବତୀୟ ସମାସ୍ୟାର ସମାଧାନ— ଏହି ମହାଭାରତ । ‘‘ଯାହା ନାହିଁ ଭାରତେ ତାହା ନାହିଁ ଭାରତେ’’ — ପ୍ରବାଦଟି ସାର୍ଥକ ।

Out of stock

a

book-type

Special Paper Back

price

Cost Price

quality

Standard Quality

specification

Std 64 GSM

Reviews

There are no reviews yet.

Be the first to review “GURUMUKHI MOHABHARATA ଗୁରୁମୁଖୀ ମହାଭାରତ”