Loading...
Sale!

SriSivamahimnah Stotram ଶ୍ରୀଶିବମହିମ୍ନଃସ୍ତୋତ୍ରମ୍‌ (Prasad Byakhya)

Original price was: ₹179.00.Current price is: ₹152.00.

 

 

Also Available at :

      

2 in stock

Description

ପ୍ରଥମେ ବ୍ୟାସଦେବ ପ୍ରଣୀତ ସ୍କନ୍ଦପୁରାଣରେ ଶିଖରିଣୀଛନ୍ଦରେ ଶ୍ରୀଶିବମହିମସ୍ତୋତ୍ରଂ ରଚନା କରାଯାଇଅଛି । ତାର ପରବର୍ତ୍ତୀକାଳରେ ଶିବଭକ୍ତ ଗନ୍ଧର୍ବରାଜଙ୍କ ଦ୍ୱାରା ‘‘ଶ୍ରୀଶିବମହିମ୍ନଃ ସ୍ତୋତ୍ରଂ’’ ନାମକ ସ୍ତୋତ୍ର ରଚନା କରାଗଲା । ଅତଃ ବ୍ୟାସଦେବଙ୍କ ସ୍ତୋତ୍ରକୁ ଅନୁକରଣ କରି ପୁଷ୍ପଦନ୍ତ ସେହି ଶିଖରିଣୀବୃତ୍ତରେ ଶିବମହିମ୍ନଃ ସ୍ତୋତ୍ରଂ ଏବଂ ଗଣେଶମହିମ୍ନଃ ସ୍ତୋତ୍ରଂ ନାମକ ସ୍ତୋତ୍ରଦ୍ୱୟକୁ ରଚନା କରିଛନ୍ତି । ସେହିପରି ତାର ପରବର୍ତ୍ତୀକାଳରେ ଅନ୍ୟମାନଙ୍କ ଦ୍ୱାରା ଶ୍ରୀବିଷ୍ଣମହିମ୍ନଃ ସ୍ତୋତ୍ରଂ, ଶ୍ରୀରାମମହିମ୍ନଃ ସ୍ତୋତ୍ରଂ, ଶ୍ରୀଶକ୍ତିମହିମ୍ନଃ ସ୍ତୋତ୍ରଂ ଏବଂ ଶ୍ରୀତ୍ରିପୁରାମହିମ୍ନଃ ସ୍ତୋତ୍ରଂ ରଚିତ ହୋଇଛି ।
ତନ୍ମଧ୍ୟରୁ ପୁଷ୍ପଦନ୍ତରଚିତ ‘‘ଶ୍ରୀଶିବମହିମ୍ନଃ ସ୍ତୋତ୍ରଂ’’ ପ୍ରସିଦ୍ଧ ଓ ପୁଣ୍ୟଫଳଦାୟକ ଅଟେ । ପ୍ରଭୁ ଶିବଙ୍କର ଗଣମଧ୍ୟରେ ଗନ୍ଧର୍ବରାଜ ପୁଷ୍ପଦନ୍ତ ବୟସ୍କ, ପୂଜ୍ୟ ତଥା ଗଣାଧ୍ୟକ୍ଷରୂପେ ପ୍ରସିଦ୍ଧିଲାଭ କରିଛନ୍ତି । ଅତଃ ତାଙ୍କ ବିରଚିତ ଏହି ସ୍ତୋତ୍ରଭାଗ ପ୍ରଭୁ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଶ୍ରଦ୍ଧାଳୁ । ଏଣୁ ପ୍ରତ୍ୟେକ ଶିବାଭିଷେକରେ ଉକ୍ତ ସ୍ତୋତ୍ର ପାଠ କରାଯାଏ । ପ୍ରସ୍ତୁତ ପୁସ୍ତକଟିରେ ସ୍ତୋତ୍ରର ପ୍ରତ୍ୟେକ ଶ୍ଳୋକର ଅନ୍ୱୟ, ପଦବ୍ୟାଖ୍ୟା, ଅନୁବାଦ ତଥା ଲେଖକଙ୍କ ଦ୍ୱାରା ପ୍ରସାଦବ୍ୟାଖ୍ୟା ରୂପକ ସ୍ୱତନ୍ତ୍ର ବ୍ୟାଖ୍ୟା ମାଧ୍ୟମରେ ପାଠକୀୟ ରୁଚି ଜାଗ୍ରତ କରିବାକୁ ପ୍ରୟାସ କରାଯାଇଛି ।
— ପ୍ରକାଶକ

Additional information

Weight .2 g
Dimensions 22 × 14 × 2 cm
book-type

Special Paper Back

language

Odia

size

Demai

specification

60 GSM Stora Creamy

You may also like…

Quick Navigation
×
×

Cart

Buy for 699.00 more and get free shipping