BHAGABAN BUDDHA ଭଗବାନ୍‌ ବୁଦ୍ଧ

ଭଗବାନ ବୁଦ୍ଧ : (ଜୀବନୀ, ବୈଶିଷ୍ଟ୍ୟ ଓ ଉପଦେଶ)

ଜୀବନ ଯାତ୍ରା ,ପ୍ରଚଳିତ ଧର୍ମ,ସାମାନ୍ୟ ଉପଦେଶ

50.00

+ Free Shipping above (699/-)

Availability: 6 in stock

- +
Guaranteed Safe Checkout

ଗୌତମ ବୁଦ୍ଧଙ୍କ ପ୍ରଚାରିତ ଧର୍ମର ନାମ ହେଲା ବୌଦ୍ଧଧର୍ମ । ଯେତେବେଳେ ଧର୍ମର କ୍ଷେତ୍ରଟି ଅବନମିତ ହେବାକୁ ଲାଗିଲା ଏବଂ ଅର୍ଥହୀନ ଆଚାର ସର୍ବସ୍ୱରେ ପୂରିଉଠିଲା, ସେତିକିବେଳେ ବୁଦ୍ଧଙ୍କର ଆବିର୍ଭାବ ହୋଇଛି । ସଂସ୍କାର କରାଇବା ଅବତାରଙ୍କର ପ୍ରକୃତ କର୍ମ । ଯେତେବେଳେ ବ୍ୟବହାରିକ ଧର୍ମରେ ବ୍ୟତିକ୍ରମ ଦେଖାଯାଏ ସେଥିରେ ସୁଧାର ଆଣିବା ପାଇଁ କାଳେ କାଳେ ଅବତାରମାନେ ଧରାବତରିତ ହୋଇଛନ୍ତି । ତାଙ୍କ ଆବିର୍ଭାବରେ ଜୀବ ଯେ କେବଳ ନୂତନ ସଂସ୍କାର ଲାଭକରେ ତାହା ନୁହେଁ ବରଂ ନୂତନ ଏକ ଆଶାର ସଂଚାର କରାଏ । ଏହି ବୌଦ୍ଧଧର୍ମଟି ଥିଲା ଆଚାର ସର୍ବସ୍ୱ ତଥା ମୁକ୍ତ । ଦେଖିବାକୁ ଗଲେ, ବୁଦ୍ଧ ନିଜେ କୌଣସି ନିଜସ୍ୱ ଧର୍ମକୁ ଉପସ୍ଥାପନ କରିନାହାଁନ୍ତି, ତାଙ୍କ ପ୍ରଚାରିତ ଧର୍ମ ଅତ୍ୟନ୍ତ ପ୍ରାଚୀନ ଏବଂ ଅପରିହାର୍ଯ୍ୟ । ସେ ଉକ୍ତ ଧର୍ମକୁ ଜଡତା ତଥା ପ୍ରାଚୀନତାର ଆବରଣରୁ ମୁକ୍ତ କରାଇ ବ୍ୟବହାରିକତାର ସ୍ପର୍ଶ ଦେଇଛନ୍ତି । ଏହା କୌଣସି ଅନୁଶାସନ ଅବା ପ୍ରାଚୀନ ଶିକ୍ଷା ଦ୍ୱାରା ସଂଚାଳିତ ନୁହେଁ । ଯଦି ଦେଖ କି, କୌଣସି ଶିକ୍ଷା ହିତକାରୀ ନୁହେଁ ଏବଂ ବାସ୍ତବ କ୍ଷେତ୍ରରେ ତାହା କ୍ଷତିକାରକ ଅବା ଦୁଃଖକୁ ଡାକିଆଣେ — ତାହା ହେଲେ ତାକୁ ପରିତ୍ୟାଗ କରିଦେବା ଦରକାର । ଏହା ହିଁ ବୁଦ୍ଧଙ୍କର ମୂଳ ଉଦ୍ଦେଶ୍ୟ ।

Weight .1 g
Dimensions 22 × 14 × 1 cm
book-type

Special Paper Back

price

Cost Price

quality

High Quality

specification

60 GSM Stora Creamy

Reviews

There are no reviews yet.

Be the first to review “BHAGABAN BUDDHA ଭଗବାନ୍‌ ବୁଦ୍ଧ”

Your email address will not be published. Required fields are marked *

You may also like…

BHAGABAN BUDDHA ଭଗବାନ୍‌ ବୁଦ୍ଧBHAGABAN BUDDHA ଭଗବାନ୍‌ ବୁଦ୍ଧ
50.00

Availability: 6 in stock

- +
Scroll to Top